ମୋଟୁ ଥାନା ଆଇଆଇସିଙ୍କୁ ବାଟରୁ ଟେକିନେଲା ଭିଜିଲାନ୍ସ

ଖୋର୍ଦ୍ଧା/ମାଲକାନଗିରି: ଯେଉଁ ୧୨ ଲକ୍ଷ ଟଙ୍କାର କାରରେ ମାଲିକ ଭଳି ବସି ଆସିଥିଲେ ସେହି କାର୍‌ରେ ଅଭିଯୁକ୍ତଙ୍କ ଭଳି ଗିରଫ ହୋଇ ଗଲେ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଆଜି ଘଟିଛି ବେହିସାବ ଟଙ୍କା ସହ ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁଙ୍କୁ ଆଜି ଭୁବନେଶ୍ୱର ଭିଜିଲାନ୍‌ସ ନାଟକୀୟ ଭାବେ ଗିରଫ କରିଛି। ଗତକାଲି ଅପରାହ୍‌ଣ ପ୍ରାୟ ୧.୪୫ ମିନିଟ ୧୬ ନମ୍ବର ଜାତୀୟ … Continue reading ମୋଟୁ ଥାନା ଆଇଆଇସିଙ୍କୁ ବାଟରୁ ଟେକିନେଲା ଭିଜିଲାନ୍ସ